ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗିଡ଼ିପାବାଲିରେ ଭୂସ୍ଖଳନ ଯୋଗୁଁ ୧୨ ନିଖୋଜ ଘଟଣା l ଆସିଲା ଭୂସ୍ଖଳନରେ ନିଖୋଜ ସମସ୍ତ ୧୨ଜଣଙ୍କ ନାଁ ସେମାନେ ହେଲେ ବଳଦେବ ପ୍ରଧାନ, ସୁମିତ୍ରା ପ୍ରଧାନ, ରବି ମଳିକ, ସମ୍ମାନ ମଳିକ, ବିଜୟ ପ୍ରଧାନ, ଭୂମିକା ପ୍ରଧାନ,ଅରୁଣ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ବାଗ୍ରି ପ୍ରଧାନ,ପ୍ରତାପ ପ୍ରଧାନ, ଅଜନ୍ତୀ ପ୍ରଧାନ, ଓ ପଦ୍ମାବତୀ ପ୍ରଧାନ ନିଖୋଜ ଅଛନ୍ତି I




