ଡ୍ରୋନ୍ ଆକ୍ରମଣ ରେ ଓଡ଼ିଆ ଯୁବକ ଙ୍କ ମୃତ୍ୟୁ

Pradeep Kar

ରୁଷିଆ ରେ ଓଡ଼ିଆ ଯୁବକ ଙ୍କ ମୃତ୍ୟୁ। ଡ୍ରୋନ୍ ମାଡ଼ ରେ ଓଡ଼ିଆ ଯୁବକ ଙ୍କ ମୃତ୍ୟୁ।ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ ରାମେୟା ଘର ର ଏକ ମାତ୍ର ରୋଜଗାରିଆ ଭେଣ୍ଡିଆ ପୁଅ କୁ ହରାଇ ପରିବାର ହତବାଗ ଗାଁ ସ୍ତବ୍ଧ ୟୁକ୍ରେନ ଡ୍ରୋନ ହମଲା ରେ ଚାଲି ଗଲା ଚିକିଟି ମାଧବନ୍ଧ ଗାଁ ର ଏ ରାମେୟା ଙ୍କ ଜୀବନ ପୁଅ ଶବ ଫେରାଇ ଆଣିବାକୁ ପ୍ରସାଶନ କୁ ବାପା ମା ଙ୍କ ଗୁହାରି I

Also Read

Tags