ଛକର ନାଁ ବଦଳେଇଦେଲେ ବିଧାୟକ

Pradeep Kar

*ଆସିକା କଇଁଫୁଲିଆ ଛକ ଏବେ ବିଧାୟକ ସରୋଜ ପାଢ଼ୀଙ୍କ ନାଁ ରେ ନାମିତ ହେଇଗଲା ।147 ଯାକୋ ବିଧାୟକ ମଧ୍ୟରୁ ଜଦି କିଏ ସବ୍ ଠାରୁ ଭଲ କହିବେ ଏହି ବିଧାୟକ ତଳ ପଟକୁ 1ନମ୍ୱର୍, ଏହି ବିଧାୟକ ଙ୍କ ବ୍ୟବହାର ସବୁଠାରୁ କଦର୍ଯ୍ୟ, ଏହାକୁ ନେଇ ସର୍ବ ସଧାରଣ, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଦୀର୍ଘ ବର୍ଷ ଧରି ରହି ଆସିଥିବା ଏହି କାଇଁ ଫୁଲିଆ ଛକର ନାଁ ପୁଣି ସେଇଆ ରଖିବାକୁ ଜନସାଧାରଣ ପ୍ରଶାସନକୁ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି, ଏହି ନାମକରଣ କେହି ମୃତ ବ୍ୟକ୍ତି, କିମ୍ବା, କୌଣସି ପଦ୍ମଶ୍ରୀ, ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମ, ଭଲ ସମାଜ ସେବୀ, ହିସାବରେ ରଖାଯାଇଥାଏ, ଲୋକ କଣ ଏହା ଆସ୍କା ର ବିକାଶ ଚାହଞ୍ଚନ୍ତି ତେଣୁ ଏହାକୁ ପୁନର୍ବାର ସେହି ପୁରୁଣା ନାମ ରଖିବାକୁ ଜନସାଧାରଣ, ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Also Read

Tags