ଗଞ୍ଜାମ ଜିଲ୍ଲା ବିଜେଡିର ପ୍ରସ୍ଥୁତି ବୈଠକ

Pradeep Kar

ବ୍ରହ୍ମପୁର ତା-୨୪/୦୫/୨୦୨୬ଗଞ୍ଜାମ ଜିଲ୍ଲାର ଆଇନଶୣଖଂଲା ବିପର୍ଯୟ ପାଇଁ ଆସନ୍ତା କାଲି ତା-୨୫/୦୫/୨୦୨୬ ସକାଳ ୦୯ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ତୟଫରୁ ଗଜପତି ନଗର ସ୍ଥିତ ବିଜେଡି କାର୍ଯ୍ୟାଳୟ ( ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ) ବାସଭବନନିକଟରୁ ବାହାରି ଆଇଜି ଅଫିସରେ ଆଇଜି ଙ୍କୁ ମେମରଣ୍ଡମ ଦେବା ଲାଗି ଆଜି ସଂନ୍ଧ୍ଯାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତନ୍ଦ୍ରଶେଖର ସାହୁଙ୍କ ବାସଭବନରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହ‍ୋଇଥିଲା ଉକ୍ତ ବୈଠକରେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଭଗବାନ ଗନ୍ତାୟତ, ସ‍ୋନାଲୀ ଗନ୍ତାୟତ, ସୁବାଷ ମହାରଣା, ରାଜେଶ୍ୱରୀ ଦ‍ୋରା, ଭିଷ୍ମାଚାର୍ଯ୍ୟ ଚ‍ୌଧୁରୀ, ଦଣ୍ଡ ନାୟକ, ଅଜୁ ମହାରଣା ଜ୍ବ‍ୋତୀରଞ୍ଜନ ସାହୁ, ସଭ‍ୋନ ନାୟକ, ନିହାର ଶତପଥି,ଦୂର୍ଗାସାବତ, ସମୀର ମିଶ୍ର, ସ୍ବେତାରେଖା ତ୍ରିପାଠୀ, ସିଲୁ ସାବତ, ରାକେଶ କୁମାର ସାହୁ, ଶ୍ରୀନିବାସ, ପ୍ରମ‍ୋଦ ମହାରଣା,ଶତ୍ୟନାରାୟଣ ତ୍ରିପାଠୀ, ଏବଂ ବିଜେଡି କର୍ପୋରେଟର ଗଣ, ତଥା ଶୀର୍ଷକ ପାତ୍ରଙ୍କ ସମେତ ଜିଲ୍ଲାର ବହୁ ନେତୃବୃନ୍ଦ ଯ‍ୋଗଦେଇଥିଲେ ‍

Also Read

Tags