ମହାନ ହିନ୍ଦୁ ସମ୍ରାଟ ବୀର ସାବରକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି

Pradeep Kar

*ଆଜି ସ୍ଥାନୀୟ କମାପଲ୍ଲୀ ନିକଟସ୍ଥ PWD IB (ପୂର୍ତ୍ତ ବଙ୍ଗଳା )ଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଙ୍ଘ ତରଫରୁ ମହାନ ହିନ୍ଦୁ ସମ୍ରାଟ ବୀର ସାବରକର ଜୟନ୍ତୀ ପାଳିତ ହୋଇଯାଇଛି, ସାବରକର ଙ୍କ ମନ ସ୍କାମନ୍ନା ଥିଲା ଯେ ଭାରତ ବର୍ଷ ହିନ୍ଦୁ ରାଷ୍ଟ୍ର ହେଉ ତାହା ଆଜି ପୂରଣ ହେବାକୁ ଯାଉଛି ବୋଲି ଯୋଗ ଦେଇଥିବା ଅତିଥି ମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ, ଏହି ଅବସରରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ର ସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପ୍ରହଲ୍ଲାଦ ପାଣିଗ୍ରାହୀ, ଶରତ ପଟ୍ଟନାୟକ, ଶିବ ପ୍ରସାଦ ଦାଶ, ବିଷ୍ଣୁ ଚରଣ ପଣ୍ଡା, ଡ଼. ଅମୁଲ୍ୟ ଚୌଧୁରୀ, ସଞ୍ଜୟ ଦାଶ,କୃଷ୍ଣ ଚୌଧୁରୀ,ଉମା କାନ୍ତ ପାଣିଗ୍ରାହୀ, ଅଖିଳ କୁମାର ସାହୁ, ଜଗନ ମୋହନ ଆଚାରୀ, ଙ୍କ ସମେତ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ*!!!

Also Read

Tags