ବ୍ରହ୍ମପୁର:ଟାଉନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି 14ଟି ଚୋରି ସାଇକେଲ ଜବତ, ଜଣେ ଚୋର ଗିରଫ। ଜବତ ପ୍ରାୟ ସମସ୍ତ ସାଇକେଲ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆ ନିକଟରୁ ଚୋରି ହୋଇଥିବା ସୂଚନା।
ସାଇକଲ୍ ଚୋର ଧରପଗଡ