ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଳକ ଖରାଣୀପଡ଼ା ପଞ୍ଚାୟତର ଗୋଠଗାଁ ଗ୍ରାମ ରେ ଆଜି କୁ 15 ଦିନ ହେବ ପାଣି ମଟର ଖରାପ ଯୋଗୁଁ ପାଣି ଆସୁନି ଯାଫଳରେ ଗ୍ରାମବାସୀ ମାନେ ଖାରେ ଦିନେ ବହୁତ ଆସୁବିଧା ସମ୍ମୁଖୀନ ହେଉଛନ୍ତି l ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ ମଟର ତିଆରି କରୁନାହାନ୍ତି ଏଣୁ ପ୍ରଶାସନ ସ୍ଥାନୀୟ ବିଧାୟକ ଓ ସରପଞ୍ଚ ତୁରନ୍ତ କିଛ ପଦକ୍ଷେପ ନେଇ ତୁରନ୍ତ ଗ୍ରାମବାସି କୁ ପାଣି ର ବ୍ୟବସ୍ଥା କରାଇବା ପାଇଁ ଅନୁରୋଧ
ପାଣି ମୋଟର ଖରାପ ଯୋଗୁ ଲୋକେ ହନ୍ତସନ୍ତ, ତୁରନ୍ତ ଗ୍ରାମବାସି କୁ ପାଣି ର ବ୍ୟବସ୍ଥା କରାଇବା ପାଇଁ ଅନୁରୋଧ





