କଳାହାଣ୍ଡି, : ଲାଞ୍ଚ ନେଉଥିଲା ବେଳେ ଧରା ପଡ଼ିଲେ ଭବାନୀପାଟଣା ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା l ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଧରିଛି l ଏକ ପୋଖରୀ କାମରେ ବିଲ୍ ପାସ୍ କରାଇଦେବାକୁ ପିସି ଦାବି କରିଥିଲେ l ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି l
କଳାହାଣ୍ଡି ଜିଲ୍ଲାରେ ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ କର୍ମଚାରୀ





