ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର, : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆସ୍କା ରୋଡ଼ ସ୍ଥିତ ଧାନମେରା ସାହି ନେଳିଆବନ୍ଧ ଠାରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାର, ମେୟର ଓ କମିଶନର ଉପସ୍ଥିତ ରହି ଅଞ୍ଚଳର ସଫେଇ କାର୍ଯ୍ୟ, ଆବର୍ଜନା ଅପସାରଣ ଏବଂ ପରିବେଶର ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ବ୍ରହ୍ମପୁର ଗଠନ ଲକ୍ଷ୍ୟରେ ଏହି ପଦକ୍ଷେପ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇଥିଲା।

Also Read

Tags