ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

Pradeep Kar

ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସପ୍ତମ ବାର୍ଷିକ ଉତ୍ସବ ଆସନ୍ତା ଜୁଲାଇ ୩ ତାରିଖରେ ପ୍ରକାଶମ୍ ହଲ୍ ଠାରେ ଅନୁଷ୍ଠିତ ହେବ।ଏଥି ସକାଶେ ଏକ ପ୍ରସ୍ତୁତି ବୈଠକ ସଂଘ ସଭାପତି ଡାକ୍ତର ତିରୁପତି ସାହୁ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା ଏଥିରେ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ଉପ ସଭାପତି ଶଙ୍କର୍ଷଣ ସାବତ, ଉପଦେଷ୍ଟା ସୁଦାମ ପଟ୍ଟନାୟକ ଓ ହରିଶ୍ଚନ୍ଦ୍ର ବରଡ ମଂଚାସିନ ଥିଲେ ।ଏଥି ସହିତ କୋଷାଧ୍ୟକ୍ଷ ଅଭିରାମ ରାଉଳ, ଅଶୋକ ପାତ୍ର, ସୁରେନ୍ଦ୍ର ପ୍ରଧାନ,କୃଷ୍ଣ ଚନ୍ଦ୍ର ଗୌଡ, ଚନ୍ଦ୍ରଭାନୁ ନାୟକ, ପାଣ୍ଡବ ପାତ୍ର,ଟି.ତାରିଣୀ ରାଓ, ସନ୍ତୋଷ କୁମାର ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ବଳରାମ ପ୍ରଧାନ, ଚିତ୍ତରଞ୍ଜନ ଦଳେଇ,ଜି.କମେୟା, ଚାନ୍ଦମାମା ବେହେରା,ଛବିରାଣୀ ମହାନ୍ତି, ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଶେଷରେ ଗୀତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Also Read

Tags