ବ୍ରହ୍ମପୁର, : ଗୋଶାଣୀନୁଆଗାଁ ତୋଟା ସାହିରେ ବାପା ଶରତ ମହାନ୍ତିଙ୍କୁ ପୁଅ ଟୁକୁ ମହାନ୍ତି କାଠ ଫାଳିଆରେ ଆକ୍ରମଣ କରିଥିଲେ ।ଆକ୍ରମଣରେ ସେ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ମେଡ଼ିକାଲରେ ଚିକିତ୍ସା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି ।