ଲାଞ୍ଜିଆ ରେ ଘଟିଥିବା ଆକସ୍ମିକ ବଜ୍ରପାତ ଜନିତ ଅଘଟଣ ରେ ଜଣେ ମୃତ ଓ ଚାରି ଗୁରୁତର ଆହତ ଖବର ପାଇଁ , ମାନ୍ୟବର ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ ରେ ବିଧାୟକ ସହଯୋଗୀ ନଳିନୀ ଭାଇ ,ସ୍ୱାସ୍ଥ୍ୟ ପ୍ରତିନିଧି ପରମାନନ୍ଦ ଭାଇ ଓ ଦଳୀୟ କର୍ମୀ ମାନେ ଆସି ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଥିଲେ।
ଆକସ୍ମିକ ବଜ୍ରପାତ ଜନିତ ଅଘଟଣ ରେ ଜଣେ ମୃତ ଓ ଚାରି ଗୁରୁତର





