ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଫ୍ରିଜରେ ଲାଗିଲା ନିଆଁ

Pradeep Kar

ବ୍ରହ୍ମପୁର, : ନୀଳାଦ୍ରି ବିହାର ଦ୍ୱିତୀୟ ଲାଇନ ନିବାସୀ ବାସୁଦେବ ସାହୁକାର,ସବିତା ସାହୁକାର ଙ୍କ ବାସଭବନ ରେ ଆଜି ସକାଳ ୬.୩୦ ରେ ନିଆଁ ଲାଗି ଲକ୍ଷା। ଧିକ ସମ୍ପତି ନଷ୍ଟ ନିଆଁ ଲାଗିବାର କାରଣ ବିଦୂତ ସସର୍କିଟ ଯୋଗୁ ଫ୍ରିଜ କୁ ନିଆଁ ଲାଗିଥିଲା ଯାହା ସାରା ଘର କୁ ବ୍ୟାପି ଥିଲା ସାହି ଲୋକ ଅଗ୍ନିଶମ ବିଭାଗ କୁ ଫୋନ କରିବାରୁ ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ୍ତ କରିଥିଲେ ଘରମାଲିକ କହିବା ଅନୁଯାଇ ଲକ୍ଷ୍ୟ ଲକ୍ଷ୍ୟ ସମ୍ପତ୍ତି ନଷ୍ଟ ହୋଇଛି କିନ୍ତୁ କୌଣସି ଜୀବନ କିମ୍ବା କୌଣସି ବ୍ୟକ୍ତି ଆହତ ହଇନାହାନ୍ତି ବୋଲି ଘର ମାଲିକ ବାସୁଦେବ ସାହୁକାର ଓ ସବିତା ସାହୁକାର ପ୍ରକାଶ କରିଥିଲେ ।

Also Read

Tags