ଗଂଜାମ, : କବିସୂର୍ଯ୍ୟନଗର ପୋଲିସ ଦ୍ଵାରା ସାତ ଜଣ ଡକାୟତ ଗିରଫ। ଗୋଟିଏ ମାଉଜେର ସହ ତିନି ଜୀବନ୍ତ ଗୁଳି ନଗଦ ଟଙ୍କା ସହ ଦୁଇଟି ମୋଟରସାଇକେଲ ଜବତ। ବାଲିଛାଇ ଫାଣ୍ଡି ଗୋକୁଳପଲ୍ଲୀ ଗାଁର ଫାର୍ମହାଉସର ମାଲାକାଣିଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେଇଥିଲେ ଡକାୟତ ମାନେ। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ। ସୂଚନା ଦେଲେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ।




