ଗଞ୍ଜାମ, ଭଞ୍ଜନଗର ପୋଲିସ ପ୍ରଶାସନ କୁ ମିଳିଲା ବଡ ସଫଳତା । 102 କିଲୋ ଗଞ୍ଜେଇ ଜବତ । ଗୋଟିଏ ଇନୋଭା କାର ସହ ନଗଦ 22 ଶହ ଟଙ୍କା ଜବତ। ତିନି ଜଣ ଗିରଫ କୋର୍ଟ ଚାଲାଣ। କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁର ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ।




