ବାଇକ୍, ସ୍କୁଟି ମୁହାଁମୁହିଁ ଦୁଇ ମୃତ ଜଣେ ଗୁରୁତର

Pradeep Kar

ଦିଗପହଣ୍ଡି : ଆଙ୍କୋରଡ଼ା ଛକ ରେ ସ୍କୁଟି ସହ ପଲସର ମୁହାମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର, ଦିଗପହଣ୍ଡି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି, ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ର ତଦନ୍ତ ଆରମ୍ଭ, ମୃତକ ଦୁଇ ଜଣ ହେଲେ ପାଟପୁର ଗାଁ ର କାଳିଆ ସ୍ୱାଇଁ ଓ ଲକ୍ଷ୍ମୀପୁର ଗାଁ ର ଭୋଳା ସେଠୀ, ବୋଲି ଜଣା ପଡିଛି l

Also Read

Tags