ମୋରମ ଚୋରା ଚାଲାଣ, ରାଜସ୍ୱ ହାନୀ । ସ୍ଥାନୀୟ ଅଞ୍ଚଳ ବାସି ବିରୋଧ କରିଲେ, ଧମକ ମିଳୁଛି

Pradeep Kar

ରଙ୍ଗେଇଲୁଣ୍ଡ, : ମାଇନିଂ ଅଫିସର, ଜୁନିଅର ମାଇନିଂ ଅଫିସର, କନିଷି ତହସିଲଦାର, ରଙ୍ଗେଈଲୁଣ୍ଡା ବି ଡି ଓ, ଙ୍କ ମିଳିତ ଉଦ୍ୟମ ରେ,. ବାରମ୍ବାର ଅଭିଯୋଗ ସତ୍ୱେ, ସ୍ଥାନୀୟ ଲୋକ ଙ୍କ ବିରୋଧ ପରେ ଭି,ସରକାରୀ ଦଳ ର କୁଜି ନେତା ଙ୍କ ସହ ମିଳି ମିଶି,ଜଣେ ଜଣେ, ମନ ଇଚ୍ଛା ଗୋପାଳ ପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ, ଯୋଉଠି ପାଇଲେ ସେଇଠି, ମାଟି,ମୋରମ,ଖୋଳି ଖୋଳି, ବାହାରେ ବେଆଇନ ଭାବରେ,ବିକ୍ରି କରି ଚାଲିଛନ୍ତି, ଏହା ଦ୍ୱାରା ରାଜସ୍ୱ କ୍ଷତି ତ ହଉଛି ସରକାର ଙ୍କ ର, ସ୍ଥାନୀୟ ଖଣି ମନ୍ତ୍ରୀ ଙ୍କ ବାହାଦୁରୀ, ଶକ୍ତି ର ଅପ ବ୍ୟବହାର କରି ଚାଲିଛନ୍ତି, ମନ୍ତ୍ରୀ ଜାଣିକି ହଉଛି ନା ସବୁ ଜାଣିକି ନ ଜାଣିଲା ଭଳିଆ ମନ୍ତ୍ରୀ ଶକ୍ତି ର ବ୍ୟବହାର କରାଉଛନ୍ତି, ଧନ୍ୟ ସେ ପ୍ରଶାସନିକ ଅଧିକାରୀ ଙ୍କୁ ଯେଉଁ ମାନେ ସାମ୍ନା ରେ ଅଭିଯୋଗ କରିଲା ପରେ, କଥା କୁ ଟାଳି ଦେଉଛନ୍ତି, ସ୍ଥାନୀୟ ଅଞ୍ଚଳ ବାସି ବିରୋଧ କରିଲେ, ଧମକ ମିଳୁଛି, l

Also Read

Tags