ଝାରସୁଗୁଡ଼ା: ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ I ସଦର ବ୍ଲକ ହୀରମା ପଞ୍ଚାୟତର କନ୍ଦାଗାଡ଼ ଠାରେ ବିରୋଧ I ଏକ ମନ୍ଦିରକୁ ପୂଜା କରିବା ପାଇଁ ମନ୍ତ୍ରୀ ଯାଇଥିବା ସମୟରେ ବିରୋଧ I ସୁରେଶ ପୂଜାରୀଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଯୁକ୍ତିତର୍କ I ମନ୍ତ୍ରୀ ଆସୁଥିବା ବେଳେ କର୍ମୀ ଓ ଅଧିକାରୀଙ୍କୁ ଜଣାଉ ନ ଥିବା ଅଭିଯୋଗ I ବିରୋଧ ପ୍ରଦର୍ଶନ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ମିଳିପାରିନି I





