ଘରକୁ ମାଡ଼ିଗଲା ଟ୍ରକ୍‌ : ମା’ ମୃତ, ଶିଶୁ ଗୁରୁତର

Pradeep Kar

ସମ୍ବଲପୁର: ରାସ୍ତାକଡ଼ ଘର ଭିତରକୁ ମାଡ଼ିଗଲା ଟ୍ରକ୍‌ I ପଡ଼ିଆବାହାଲ ବାରିବନ୍ଦ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା I ଘଟଣାସ୍ଥଳରେ ମା’ ମୃତ, ଅଢେଇ ବର୍ଷର ଶିଶୁ ଗୁରୁତର I ଦୁର୍ଘଟଣା ପରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ I

Also Read

Tags