ଗିରଫ ହେଲେ ଉକ୍ତ ନିର୍ବାହିଯନ୍ତ୍ରୀ ଓଡିଶା ଭିଜିଲାନ୍ସ ଚଢାଉ ପରେ ନିର୍ବାହୀଯନ୍ତ୍ରୀଙ୍କର ବଡ଼ଲଜ୍‌,୮ପ୍ଲଟ୍‌

Pradeep Kar

OCCL ନିର୍ବାହୀ ଯନ୍ତ୍ରୀ ସଂଜୟ କିସପଟ୍ଟାଙ୍କ ଅମାପ ସମ୍ପତ୍ତି ଠାବ ।କୋରାପୁଟ ସହରରେ ୨୩ ରୁମ୍‌ ବିଶିଷ୍ଟ ୪ ମହାଲା ଲଜ୍‌ ରହିଛି ।କୋରାପୁଟରେ ନିର୍ମାଣାଧୀନ କୋଠା ସହ ୫ଟି ଦାମୀ ପ୍ଲଟ୍ ।ରାଉରକେଲାରେ ୨ଟି ଓ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍‌ ମଧ୍ୟ ଠାବ ।ଗୋଟିଏ ୪ ଚକିଆ ଓ ଗୋଟିଏ ୨ ଚକିଆ ଯାନ ମଧ୍ୟ ରହିଛି ।ଏବେ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପରେ ନିର୍ବାହୀ ଯନ୍ତ୍ରୀ ଅଛନ୍ତି।

Also Read

Tags