ପଞ୍ଚମା ଗ୍ରାମ ୟୁଜି ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠନ

Pradeep Kar

ରଙ୍ଗେଇଲୁଣ୍ଡା ୧୪/୭ :ପଞ୍ଚମା ଗ୍ରାମ ୟୁଜି ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି। ଏହି କମିଟିରେ ସଭାପତି ରୂପେ ଦୂର୍ଯ୍ୟଧନ ପ୍ରଧାନ, ଉପସଭାପତି ରୂପେ ପ୍ରିୟଙ୍କା ପ୍ରଧାନ ଏବଂ ସଦସ୍ୟ ଭାବେ ଉକ୍ତ ବଚ୍ଚଳ ନାୟକ, ଲିଙ୍ଗରାଜ ନାହାକ, ପିଙ୍କି ମଣ୍ଡଳ, ଜାନକୀ ମଣ୍ଡଳ, କାଳିଆ ମଲ୍ଲିକ, କୀର୍ତ୍ତନ ମଣ୍ଡଳ, ବିକ୍ରମ ଦାସ, ନାରାୟଣ ରାଉଳ, ବନ୍ଦନା ପ୍ରଧାନ, ସଙ୍ଗୀତ ନାହାକ, ଲିଲି ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ସର୍ବସମ୍ମତି କ୍ରମେ ବଛା ଯାଇଥିଲା । ଏଥିରେ ପଞ୍ଚମା ଗ୍ରାମର ସମସ୍ତ ଅଭିଭାବକ ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ନାରୟଣ ମଣ୍ଡଳ, ଲଳିତ ମୋହନ ପ୍ରଧାନ, ଉକ୍ତ ନାୟକ, ପ୍ରଦୀପ ସାହୁ ସହଯୋଗ କରିଥିଲେ ।

Also Read

Tags