ବ୍ରହ୍ମପୁର, ତା ୧୭.୦୭.୨୬ ରିଖ କର୍କଟ ସଂକ୍ରାନ୍ତି ଉପଲକ୍ଷେ ଲାଞ୍ଜିପଲ୍ଲି ଜେଲ୍ ଟ୍ରେନିଙ୍ଗ ସ୍କୁଲ ଠାରେ ଥିବା ସଙ୍କଟ ମୋଚନ ହନୁମାନ ମନ୍ଦିର ରେ ପୂଜ୍ୟ ସ୍ବାମୀ ହରି ଶରଣା ନନ୍ଦ ସରସ୍ବତୀ ମହାରାଜ ଅଧ୍ୟକ୍ଷ ତାରେ କଣ୍ଠଶିଳ୍ପୀ ରଘୁନାଥ ପାତ୍ର ଏବଂ କିଶୋର ଚନ୍ଦ୍ର ସାହୁ ଙ୍କ ସହଯୋଗରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଭଜନ କୀର୍ତ୍ତନ ର ଅନୁଷ୍ଟିତ ହୋଇଥିଲା ଠାକୁର ଙ୍କ ଠାରେ ଆତ୍ମ ସମର୍ପଣ ସହ ପବିତ୍ର ମନ ଚିତ୍ତ ରେ ଠାକୁର ଙ୍କୁ ଆରାଧନା କଲେ ସମସ୍ତ ପ୍ରକାରର ମଙ୍ଗଳ ହୋଇଥାଏ। ବୋଲି ସ୍ୱାମୀଜୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ସହଦେଵ ପାତ୍ର, ପି ବିଶ୍ଵନାଥ ପାତ୍ର, କେ ବିକାଶ ପାତ୍ର, ସୁନୀତା ପ୍ରଧାନ, Er ବିଶ୍ଵନାଥ ପାତ୍ର, ରିତା ବେହେରା, ସୁଷମା ପ୍ରଧାନ, ମମତା, ଭଜନ ଗାଇଥିଲେ, ପ୍ରମୋଦ କୁମାର ଆଚାର୍ଯ୍ୟ, ତ୍ରିଲୋଚନ ସାମନ୍ତରାୟ, ରାମଚନ୍ଦ୍ର ପଣ୍ଡିତ, ପ୍ରଫୁଲ୍ଲ କୁମାର କବି, ପଦ୍ମନାଭ ବେହେରା, ରାମକୃଷ୍ଣ ପାତ୍ର, ରବି ନାରାୟଣ ଦାସ, ସିମାଞ୍ଚଳ ପଣ୍ଡା, ଙ୍କ ସହ ସମସ୍ତ କର୍ମକର୍ତ୍ତା ସହଯୋଗ କରି ଥିଲେ ପରି ଶେଷରେ ବିଶ୍ଵର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରା ଯାଇଥିଲା।
ପବିତ୍ର କର୍କଟ ସଂକ୍ରାନ୍ତି ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ





