ମହାମାୟୀ କଲେଜରେ ଏନ୍‌ସିସି ୟୁନିଟ୍ ଉଦ୍‌ଘାଟିତ

Pradeep Kar

ବ୍ରହ୍ମପୁର, ୩-୯-୨୦୨୬ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ମିନାକ୍ଷୀ ନଗର କ୍ୟାମ୍ପସ ଠାରେ ଗୁରୁବାର ଦିନ ନୂତନ ସମର ଶିକ୍ଷାର୍ଥୀ ବାହିନୀ ବିଭାଗର ଉନ୍ମୋଚ଼ନ ନିମନ୍ତେ ସଭା ଆୟାଜିତ ହୋଇଥିଲା. ଅଧକ୍ଷା ଡ଼. ନିବେଦିତା ମହାପାତ୍ରଙ୍କ ପୌରହିତ୍ୟରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ ରାୟଗଡା ରୁ Lt.col. P.A.Satya Prasad ଏବଂ ବରିଷ୍ଠ GCI Pratima Minz ଉପସ୍ଥିତ ରହିବା ସଂଗେ ସଂଗେ ଯୁକ୍ତ ତିନି ର ଛାତ୍ରୀମାନଙ୍କୁ ଏକତା ଏବଂ ଶୃଙ୍ଖଳା ର ମାର୍ଗରେ ଚିର ବ୍ରତୀ ହେବା ନିମନ୍ତେ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟାନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ସହଯୋଗ କରିବା ସହ ଏନ୍‌ସିସି ୟୁନିଟ୍ ଖୋଲିବା ନେଇ ଖୁସି ବ୍ୟକ୍ତ କରିଥିଲେ ।

Also Read

Tags