ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ଵ) କଂଗ୍ରେସ କାର୍ଯାଳୟ (ବାପୁଜୀ ଆଶ୍ରମ) ଠାରେ ଜିଲ୍ଲା ସଭାପତି ଙ୍କ ନିର୍ଦେଶ କ୍ରମେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଗଲା । ଏଥିରେ ପୂର୍ବତନ ବିଧାୟକ DR. ତ୍ରିନାଥ ବେହେରା, ଉପସଭାପତି ବୃନ୍ଦାବନ ଖଟାଇ, ଅଶୋକ ପଟ୍ଟନାୟକ, ସୋସିଆଲ ସେଲ୍ଲ ଅଧକ୍ଷ ସିଦ୍ଧାନ୍ତ କୁମାର ସାହୁ, ମହିଳା ସଭାପତି ଶୁଭାସିନୀ ପଟ୍ଟନାୟକ, କୁକୁଡାଖଣ୍ଡି ବ୍ଲକ ସଭାପତି ପ୍ରଶାନ୍ତ ପାଣି, ଦିଗପହଣ୍ଡି ବ୍ଲକ ସଭାପତି ଶଙ୍କର ସୁବୁଦ୍ଧି, ଗୋପାଳପୁର ବ୍ଲକ ସଭାପତି ପ୍ରବୀର ସାବତ, ସାକା ସୁଜିତ କୁମାର, ପଦ୍ମ ସାହୁ,କାଳୀ ପ୍ରସାଦ ପଢି, ପ୍ରହ୍ଲାଦ ଗୌଡ଼ ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ ।
ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ





