ଗତକାଲି ୦୬. ୧୦. ୨0୨୬ ରେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରବୀଣ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଏବଂ ଅବକାରୀ ନିରୀକ୍ଷ୍ୟକ ବ୍ରହ୍ମପୁର ଭ୍ରାମ୍ୟମାନ ସଂସ୍ଥା ଶ୍ରୀ ମୋହନ ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ଛକ ରେ ବ୍ରହ୍ମପୁର ଭ୍ରାମ୍ୟମାନ ଅବକାରୀ ବିଭାଗ ର ଏକ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ଗୋଟିଏ HYUNDAI Santro ଗାଡି ଯାହାର ରେଜିଷ୍ଟ୍ରସନ ନମ୍ବର OR-05-R- 7872 ରୁ ୧୨୦ କେଜି ଭାଙ୍ଗ ଜବତ କରାଯାଇଛି । ଏହି ଘଟଣା ରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୋଡ଼ପୁଟ ଗ୍ରାମର ଲଷ୍ମୀଧର ମହାନ୍ତି ଏବଂ ଦୁଷ୍ମନ୍ତ କୁମାର ଦାସ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଡାଉ ରେ ଉପସ୍ଥିତ ଥିବା ଅଫିସର ୧) ମୋହନ ପ୍ରଧାନ ଅବକାରୀ ନିରୀକ୍ଷ୍ୟକ ବ୍ରହ୍ମପୁର ଭ୍ରାମ୍ୟମାନ ସଂସ୍ଥା. ୨) ଅରୁଣ ଭୋଇ ଅବକାରୀ ଉପ ନିରୀକ୍ଷକ ବ୍ରହ୍ମପୁର ଭ୍ରାମ୍ୟମାନ ସଂସ୍ଥା.୩) ଭୁବନି ବେହେରା ଅବକାରୀ ସହ ଉପ ନିରୀକ୍ଷକ ବ୍ରହ୍ମପୁର ଭ୍ରାମ୍ୟମାନ ସଂସ୍ଥା. ସୁଧାକର ଶବର, ଜି . କ୍ରିଷ୍ଣା ରାଓ, ଶିଶିର, କେ. ଗୋପାଳ ରେଡଡି, ଅନୀଲ ବେହେରା, କୃଷ୍ଣ ଗୌଡ଼ ସମସ୍ତ ଅବକାରୀ ସହକର୍ମୀ…
ବ୍ରହ୍ମପୁର ଭ୍ରାମ୍ୟମାନ ଅବକାରୀ ବିଭାଗ ର ଏକ ଚଡାଉ





