ନବରାତ୍ର ପୂଜା ଆରମ୍ଭ

Pradeep Kar

ବ୍ରହ୍ମପୁର ୧୨/୧୦ ମହାନଗର ର ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏଥିଲାଗି ସମସ୍ତ ମନ୍ଦିର ରେ ଭକ୍ତ ମାନଙ୍କ ଭିଡ଼ ଲାଗି ରହୁଛି । ଭକ୍ତ ମାନେ ମନ୍ଦିରରେ ମାନସିକ ଲାଗି ନବ ଦିନ ଲାଗି ଦୀପ ଦାନ କରୁଛନ୍ତି । କମାପଲ୍ଲୀ ବୈଦ୍ୟନାଥେଶ୍ୱର୍ ମନ୍ଦିର ପରିସରରେ ଥିବା ମା ମୁତ୍ୟଲମ୍ମା ଙ୍କ ମନ୍ଦିର ରେ ଅନୁରୂପ ନବ ରାତ୍ର ପୂଜା ଆରମ୍ଭ ହୋଇଛି। ଏଠାରେ ଆଖ ପାଖ ଅଞ୍ଚଳର ଭକ୍ତ ମାନେ ମାଙ୍କ ନିକଟରେ ଦୀପ ଦାନ କରିବା ସହ ପୂଜା କରୁଛନ୍ତି । ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ନିଆ ଯାଇଛି । ସେହି ପରୀ ବୁଢୀ ଠାକୁରାଣୀ ଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ଠାକୁରାଣୀ ଓ କାଳି ଙ୍କ ମନ୍ଦିର ରେ ନବରାତ୍ର ପୂଜା ଜାରି ରହିଛି ।

Also Read

Tags