ଆଜି:ତା:-୮/୬/୨୬/ଗତ କାଲି ଭଦ୍ରକ ନିର୍ବାଚନ ମଣ୍ଡଳୀ ବନ୍ଧଗାଁ ଗ୍ରାମପଞ୍ଚାୟତ ଶ୍ରୀ ସୁବାସ ଚନ୍ଦ୍ର ସାମଲ, ଙ୍କ ୭ ବର୍ଷ ର ପୁତ୍ର ସୁଜିତ କୁମାର ସାମଲ, ମୃତ୍ୟୁ ବରଣ କରିଥିବା ଖବର ପାଇ ଆଜି ତାଙ୍କ ମର ଶରୀର ପୋଷ୍ଟ ମିର୍ଟମ ଭଦ୍ରକ ହସ୍ପିଟାଲ ରେ କରଯାଇଥିଲା ଏହିଭଳି ଦୁଖଦ ସମୟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଉପସ୍ଥିତ ଏହି ଅମର ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପିତା ମାତା ଓ ଶୋକ ସନ୍ତପ୍ତ ପରିବାର ସମସ୍ତ ସଦସ୍ୟ ଙ୍କୁ ସାନ୍ତ୍ୱନା ଦେଇଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ନିରୋଦ ରାଉତ ମଧ୍ୟ ଉପସ୍ଥିତ ଥିଲେ l
ଶ୍ରୀ ସୁବାସ ଚନ୍ଦ୍ର ସାମଲ, ଙ୍କ ୭ ବର୍ଷ ର ପୁତ୍ର ସୁଜିତ କୁମାର ସାମଲଙ୍କ ପରଲୋକ





