ରାଜ୍ୟ

ଗଞ୍ଜାମ ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

Pradeep Kar

ଛତ୍ରପୁର, ତା ୨୪/୮: ଗଞ୍ଜାମ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ

ରାଜ୍ୟ

ଦକ୍ଷିଣ ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଅଣଦେଖା ଅସହ୍ୟ

Pradeep Kar

​ବ୍ରହ୍ମପୁର / ଭୁବନେଶ୍ୱର:ଗଞ୍ଜାମ ତଥା ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶମୂଳକ ଆକାଂକ୍ଷା, ଉଚ୍ଚଶିକ୍ଷା କ୍ଷେତ୍ରରେ ଅବହେଳା ଏବଂ ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି

ମୁଖ୍ୟ ଖବର

ଶେରଗଡ଼ରେ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା କର୍ମଶାଳା

Pradeep Kar

ଶେରଗଡ଼, ତା ୨୪/୦୮/୨୬: ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା, ଡିଜିଟାଲ ନିର୍ଯାତନା ଓ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ

ମନୋରଞ୍ଜନ

ଜାତୀୟ ଚମ୍ପିୟାନସିପ:ବ୍ରହ୍ମପୁର କରାଟେ ଏକାଡେମୀ ର ଅଭୁତ ପୂର୍ବ ସଫଳତା

Pradeep Kar

ବିଶାଖପାଟଣାରେ ଏକ ଦୁଇଦିନିଆ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର କରାଟେ ଏକାଡେମୀର ଆଠଜଣ କରାଟେ ଖେଳାଳି ଅଂଶ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ପ୍ରଶିକ୍ଷକ ସିହାନ ତ୍ରିଲୋଚନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତାର ବିଭିନ୍ନ

ମୁଖ୍ୟ ଖବର

ନାଟକର ବିକାଶ ପାଇଁ ଏକତ୍ରୀତ ହେଲେ ଚିତ୍ରାଳୟ,ସଙ୍ଗୀତ ଓ ନିର୍ଦ୍ଦେଶକ ମହାସଂଘ

Pradeep Kar

ବ୍ରହ୍ମପୁର-ସମସ୍ତଙ୍କୁ ଏକକ ସୂତ୍ରରେ ବାନ୍ଧି, ନିର୍ଦ୍ଧାରିତ ନୀତି ନିୟମ ମଧ୍ୟମରେ ରଖି ନାଟକର ବିକାଶ ଉର୍ଦ୍ଧେଶ୍ୟରେ, କଳାକାରଙ୍କ ପେଟପାଟଣାକୁ ଆଖି ଆଗରେ ରଖି ରବିବାର ଏକତ୍ରୀତ ହୋଇଛନ୍ତି ଚିତ୍ରାଳୟ, ସଙ୍ଗୀତ ଓ ନିର୍ଦ୍ଦେଶକ ମହାସଂଘ

ମୁଖ୍ୟ ଖବର

ଓଡ଼ିଶାର ସ୍ୱାର୍ଥ ପାଇଁ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଆଣିବାକୁ ଆହ୍ୱାନ: ମାନବ ଅଧିକାର ସୁରକ୍ଷା ମଞ୍ଚ

Pradeep Kar

ବ୍ରହ୍ମପୁର, ତା. ୨୩.୮.୨୦୨୬: ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଆର୍ଥିକ ସ୍ୱାର୍ଥର ସୁରକ୍ଷା ପାଇଁ ସଂସଦରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ (Private Member’s Bill) ଆଣିବାକୁ ପଦକ୍ଷେପ ନେବା ସହ ଓଡ଼ିଶା

ମୁଖ୍ୟ ଖବର

କୋଟର୍ପେଟା ଛକରେ ରାଷ୍ଟ୍ରର ପ୍ରତୀକ ତ୍ରିରଙ୍ଗା ପତାକା ଉତ୍ତଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର, ଦୀର୍ଘ ଆଠ ବର୍ଷ ତଳେ ଅର୍ଥତ ୨୦୧୮ ମସିହା ଆଜିର ଦିନ ଅର୍ଥତ ଅଗଷ୍ଟ ୨୩ ତାରିଖ୍ୟରେ ବିଜେପି ନେତା ରାମ ପାତ୍ରଙ୍କ ନେତୃତ୍ୱରେ ପ୍ରତିଦିନ ପତାକା ଉତ୍ତଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା

ମୁଖ୍ୟ ଖବର

ଆଜି ପୁଣି ଏମକେସିଜି ମେଡିକାଲ ରୋଗୀଙ୍କ ମନରେ ଅଗ୍ନିକାଣ୍ଡର ଭୟ

Pradeep Kar

ବ୍ରହ୍ମପୁର, ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ମେଡ଼ିସିନ ବିଭାଗର ଏକ ବୋର୍ଡ଼ରେ ଧୂଆଁ ବାହାରୁଥିବା ରୋଗୀ ଦେଖିବାକୁ ପାଇଥିଲେ। ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା। ଘଟଣା ସ୍ଥଳରେ ସେମାନେ ତୁରନ୍ତ ପହଞ୍ଚିଲେ।

ମୁଖ୍ୟ ଖବର

ଗଞ୍ଜାମ ଜିଲ୍ଲା ବିଜୁପଟନାୟକ ସିନିଅର ସିଟିଜେନ୍ସ ଫୋରମ ର ମାସିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର, ତା 22-8-2026 ସ୍ଥାନୀୟ ବିଜିପୁର ସନ୍ତୋଷୀ ମା କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ବିଜୁପଟନାୟକ ସିନିଅର ସିଟିଜେନ୍ସ ଫୋରମ ର ମାସିକ ସାଧାରଣ ପରିଷଦ ବୈଠକ କାର୍ଯ୍ୟକାରୀ ସଭାପତି ଡାକ୍ତର ଇନ୍ଦୁ

ମୁଖ୍ୟ ଖବର

ବୋରିଗାଁରେ ଜୁଆ ଆଡ୍ଡା ଚଢଉ, ୫ଟି ବାଇକ୍ ଜବତ

Pradeep Kar

ବ୍ରହ୍ମପୁର, ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନିମଖଣ୍ଡି ଥାନା ପୁଲିସ ଚଢ଼ାଉ କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଗତକାଲି ରାତ୍ର ୯ଟା ସମୟରେ ବୋରିଗାଁ ଶ୍ମଶାନ