ମୁଖ୍ୟ ଖବର

୨୩ରେ ଗଞ୍ଜାମର ସମସ୍ତ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

Pradeep Kar

ଛତ୍ରପୁର, ୨୨/୦୯: ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ ପରିସ୍ଥିତି ଓ ଯାତାୟାତରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ

ମୁଖ୍ୟ ଖବର

ଲାଞ୍ଜିଗଡ ବ୍ଳକ ସିନ୍ଧିପଦର ଗ୍ରାମ ଠାରେ ଅଘଟଣ I ପୋଖରୀ ପାଣିରେ ବୁଡି ନାବାଳିକାର ମୃତ୍ୟୁ

Pradeep Kar

କଳାହାଣ୍ଡି, ୨୦/୦୯ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଅଧିନସ୍ଥ ସିନ୍ଧିପଦର ଗ୍ରାମରେ ଆଜି ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି I ସିନ୍ଧିପଦର ଗ୍ରାମର ଅରକ୍ଷିତ ହରିଜନଙ୍କ ୦୯ ବର୍ଷିୟ ନାବାଳିକା ଝିଅ

ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ PEO

Pradeep Kar

ଭିଜିଲାନ୍ସ ଜାଲରେ ବରଗଡ଼ ଗାଏସିଲଟ କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ I କଟାଭାଲ PEO କାର୍ତ୍ତିକେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ I -ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଭିଜିଲାନ୍ସ

ମୁଖ୍ୟ ଖବର

ପ୍ରବଳ ବର୍ଷା କୁ ଦୃଷ୍ଟି ରେ ରଖି : ୨୪ ଯାଏଁ ଗଞ୍ଜାମରେ ସ୍କୁଲ୍‌ ବନ୍ଦ

Pradeep Kar

ଛତ୍ରପୁର, ୨୨/୯: ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜିଠାରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବନ୍ଦ

ମୁଖ୍ୟ ଖବର

ଅଶୋକ ନଗର ଯୁବକ ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜନ

Pradeep Kar

ବ୍ରହ୍ମପୁର, ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଯୋଗଦେଇ

ମୁଖ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Pradeep Kar

ବରଗଡ଼: ଗାଇସିଲେଟ ବ୍ଲକ କନ୍ଧାଗାଡ ଗ୍ରାମର ପିଇଓ କାର୍ତ୍ତିକ ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସମ୍ବଲପୁର ଡିଭିଜନର ଭିଜିଲାନ୍ସ ଟିମ୍ ଏକକାଳୀନ ତାଙ୍କ ବାସଭବନ ଓ

ମୁଖ୍ୟ ଖବର

ମା’କାଳୁଆ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ସହ ଶୁଭ ଖୁଣ୍ଟି ସ୍ଥାପନ

Pradeep Kar

ବ୍ରହ୍ମପୁର, ୨୧/୦୯ ଅକ୍ଟୋବର ୧୦ ତାରିଖଠାରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ଗୋଷାଣୀ ନୂଆଗାଁ ଠାରେ ପ୍ରସିଦ୍ଧ ମା’କାଳୁଆ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଶୁଭ ଖୁଣ୍ଟି

ମୁଖ୍ୟ ଖବର

ଫ୍ଲାଏଆସ୍ ଧୁଳିରେ ନାକେଦମ୍ ଲୋକେ

Pradeep Kar

କଳାହାଣ୍ଡି, ଧରମଗଡ଼-ବୋଡ଼େନ ରାସ୍ତାରେ ଫ୍ଲାଏଆସ୍ ଧୁଳି ଏବେ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଛି। ଫ୍ଲାଏଆସ୍ ବୋଝେଇ ଗାଡ଼ି ଯାତାୟାତ କରିବା ସମୟରେ ରାସ୍ତା ଉପରେ ପ୍ରବଳ ଧୁଳି ଉଡ଼ୁଥିବାରୁ ଦୁଇଚକିଆ ଓ ସାଇକେଲ୍

ମୁଖ୍ୟ ଖବର

ଗୋପାଳପୁର ବେଳା ଭୁମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Pradeep Kar

ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସେବା ତରଫ ରୁ ଗୋପାଳପୁର ବେଳା ଭୁମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା I ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱ

ମୁଖ୍ୟ ଖବର

ହୋଟେଲ ବୁକିଂ ବାତିଲ୍ ଦେୟ ଫେରସ୍ତ ନକରିବା ମେକ୍‌ମାଇଟ୍ରିପ୍‌କୁ ମହଙ୍ଗା: ଖାଉଟି ଆୟୋଗଙ୍କ ରାୟରେ ଜରିମାନା

Pradeep Kar

ବ୍ରହ୍ମପୁର: ପରିବାରରେ ଦୁଃଖଦ ପରିସ୍ଥିତି ତଥା ମୃତ୍ୟୁଜନିତ ଜରୁରୀକାଳୀନ ପରିସ୍ଥିତିରେ ହୋଟେଲ ବୁକିଂ ବାତିଲ କଲେ ଟଙ୍କା ଫେରସ୍ତ ନକରିବା ଅନଲାଇନ୍ ପ୍ଲାଟଫର୍ମ ମେକ୍‌ମାଇଟ୍ରିପ୍ (MakeMyTrip) ପାଇଁ ମହଙ୍ଗା ପଡ଼ିଛି। ଗଞ୍ଜାମ ଜିଲ୍ଲା ଖାଉଟି