ବିଷମକଟକ, ୧୧-୧୦ ରାୟଗଡ଼ା ଜିଲ୍ଲା ମୁନିଗୁଡା ତରଫରୁ ଆଜି ସାଇବର ସଚେତନତା ଓ ରୋଡ଼ ସେଫଟି କାର୍ଯ୍ୟକ୍ରମ କୁ ନେଇ ମୁନିଗୁଡା ବସ ଷ୍ଟାଣ୍ଡ ରେ ସାନ୍ଧ୍ୟ କାଳିନ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ଉକ୍ତ କାର୍ଯ୍ୟକ୍ରମ ରେ ମୁନିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଲଳିତ ମୋହନ ସାଗର ଙ୍କ ଅଧ୍ୟକ୍ଷତା ରେ ସାଧାରଣ ଲୋକଙ୍କ ପାଇଁ ସାଧାରଣ ଲୋକଙ୍କ ହିତ ସାଧନା ପାଇଁ ଏଇ ରୋଡ଼ ସେଫଟି ଓ ସାଇବର ସଚେତନତା କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା ହୋଇ ଅଧୁନା ଦୁନିଆ ରେ ଘଟୁଥିବା ସାଇବର କ୍ରାଇମ କୁ ସାଧାରଣ ସଚେତନତା ଯଥେଷ୍ଟ ପରିମାଣ ରେ ସମ୍ପାଦିତ ହୋଇ ପାରିଲେ ହିଁ , ମାତ୍ରାଧିକ ଭାବେ ଘଟୁଥିବା ସାଇବର କ୍ରାଇମ କୁ କମେଇବା ର ଲକ୍ଷ୍ୟ ସହିତ ଦୈନନ୍ଦିନ ଜୀବନ ରେ ଘଟୁଥିବା ସଡ଼କ ଦୁର୍ଘଟଣା ରୁ ଜୀବନ ବଂଚେଇବା ପାଇଁ ଆମେ ସବୁବେଳେ ସଚେତନତା ସହ ଲକ୍ଷ୍ୟ ରହିଲେ ଯଥେଷ୍ଟ ପରିମାଣ ରେ ସଡ଼କ ଦୁର୍ଘଟଣା ନ ହେବ ସେଥିପାଇଁ ସଦାସର୍ବଦା ସଚେତନତା ହିଁ ପଥ ଭ୍ରଷ୍ଟ ହେବା ନାଇଁ ବୋଲି ମୁନିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଜନସାଧାରଣ ମାନଙ୍କୁ ବୁଝାଇ ଥିଲେ।ଏବଂ ଏଇ ସଚେତନତା ପାଇଁ ଏକ ନାଟକ “ତୁମ ଭୁଲ ପାଇଁ ଉଜୁଡି ନ ଯାଉ ମୋ ସୁନା ସଂସାର ” ମାଧ୍ୟମରେ ସାଧାରଣ ଲୋକଙ୍କ ଭିତରେ ଏକ ଭିନ୍ନ ସ୍ୱାଦର ସଚେତନ ବାର୍ତ୍ତା ଦିଆଯାଇଥିଲା ।
ଆଜି ମୁନିଗୁଡା ପୋଲିସ ତରଫରୁ ସାଇବର ସଚେତନତା ଓ ରୋଡ଼ ସେଫଟି କାର୍ଯ୍ୟକ୍ରମ ଅନୁଷ୍ଠିତ





