ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବ-ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନର୍ଦ୍ଦେଶିକା ମନୋରମା ମହାନ୍ତି-‘ଦକ୍ଷିଣ ଓଡ଼ିଶାରେ ଝଟ୍କା ପବନର ବେଗ ୮୦ କିମି ପର୍ଯ୍ୟନ୍ତ ରହିବ’-‘୨୮ ପୂର୍ବାହ୍ନରେ ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ’-‘ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୫ରୁ ୧୨୫ କିମି ରହିବ’-‘ଝଟ୍କା ପବନର ବେଗ ୧୪୦ କିମି ପର୍ଯ୍ୟନ୍ତ ଯାଇପାରେ’-‘୨୭ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ହେବ’-‘୨୮ ତାରିଖରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା’-‘ଭୂସ୍ଖଳନ ଆଶଙ୍କା ରହିଛି, ଫସଲ ହାନି ମଧ୍ୟ ହୋଇପାରେ I
ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପବନ





