ଲକ୍ଷେ ନେଉଥିଲେ ମାଡ଼ିବସିଲା ଭିଜିଲାନ୍ସ

Pradeep Kar

ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା ଧରାପଡ଼ିଲେ I ଜଣେ ଷ୍ଟାଫଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ I ବୃକ୍ଷରୋପଣ ସଂପର୍କିତ ବିଲ୍ ପାସ୍‌ କରିବାକୁ ଲାଞ୍ଚ ନେଉଥିଲେ I

Also Read

Tags