ମୁଖ୍ୟ ଖବର

ବେଢ଼-ଛେଲୁ ଗ୍ରାମରେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳି ତରଫରୁ ଏକ କଳାକାର ସମାବେଶ ଆୟୋଜନ

Pradeep Kar

ଖଲ୍ଲିକୋଟ, ତା. ୨୬/୦୬ : ଖଲିକୋଟ ପଞ୍ଚାୟତ ସମିତି ଅନ୍ତର୍ଗତ ବେଢ଼-ଛେଲୁ ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳି ତରଫରୁ ଏକ କଳାକାର ସମାବେଶର ଆୟୋଜନ କରାଯାଇଥିଲା। ସୁନାମଧନ୍ୟ ଭାରତଲୀଳା କଳାକାର

ରାଜ୍ୟ

ଗଞ୍ଜାମରେ ଜିଲ୍ଲାସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନ ୨୦୨୬ ଉଦ୍‌ଯାପିତ

Pradeep Kar

ଛତ୍ରପୁର, ୨୬ ଜୁନ: ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା ୧୦ ଦିନବ୍ୟାପୀ “ନିଶାମୁକ୍ତ ଭାରତ ଅଭିଯାନ” ଗୁରୁବାର

ରାଜ୍ୟ

ଗୁରୁ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା

Pradeep Kar

ବ୍ରହ୍ମପୁର, ୨୬l0୬ : ଓଡ଼ିଆ ଜାତୀୟତାର ଐତିହାସିକ ସ୍ମୃତିପୀଠ ଉତ୍କଳ ଆଶ୍ରମ ପକ୍ଷରୁ ପ୍ରହ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଗତ ଜୁନ୍ ୨୩ ତାରିଖ

ରାଜ୍ୟ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ

Pradeep Kar

ବ୍ରହ୍ମପୁର, (୨୬/୬): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେପିର ଜାତୀୟ କାଉନସିଲ୍ ସଦସ୍ୟ ତଥା

ରାଜ୍ୟ

ସାମ୍ୱାଦିକଙ୍କୁ ପେନସନ୍‌‍ ପ୍ରସଙ୍ଗ ରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ସମୟ ପ୍ରଦାନ କରିଛନ୍ତି

Pradeep Kar

ବ୍ରହ୍ମପୁର, 26/6 : ସାମ୍ବାଦିକଙ୍କୁ ପେନସନ ପ୍ରଦାନ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ତିନି ମାସ ସମୟ

ମୁଖ୍ୟ ଖବର

ବଡ଼ ଘାଟି ନିକଟରେ ବାଇକ ଦୁର୍ଘଟଣା; ଘଟି ଚାଳକ ଗୁରୁତର

Pradeep Kar

ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ର ବଡ଼ ଘାଟି ନିକଟରେ ବାଇକ ଦୁର୍ଘଟଣା ଘଟି ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତ ବାଇକ ଚାଳକ ଜଣଙ୍କ

ରାଜନୀତି

ରାଜ୍ୟ ରାଜନୀତିରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ବିଜେଡି ସୁପ୍ରିମୋ

Pradeep Kar

ନବୀନ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ବୟାନ ଦେଇ ରାଜ୍ୟ ରାଜନୀତିରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ନବୀନ ସ୍ପଷ୍ଟ କରିଛନ୍ତି ଯେ, ସେ ଆଗାମୀ ନିର୍ବାଚନ ଲଢ଼ିବେ

ରାଜ୍ୟ

ଏକ ବଡ଼ ଧରଣର ଚଢାଉ କରି ୧୦୦ଟି ଗୋରୁକୁ ଉଦ୍ଧାର କରିଛି ଭଞ୍ଜନଗର ପୋଲିସ

Pradeep Kar

ଭଞ୍ଜନଗର, ୨୫/୬/୨୦୨୬ : ଭଞ୍ଜନଗର ପୋଲିସ ବେଆଇନ ଗୋରୁ ଚାଲାଣ ବିରୋଧରେ ଏକ ବଡ଼ ଧରଣର ଚଢାଉ କରି ୧୦୦ଟି ଗୋରୁକୁ ଉଦ୍ଧାର କରିଛି। ଚଢ଼ାଉ ସମୟରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ଗୋରୁଗୁଡ଼ିକୁ

ରାଜ୍ୟ

ମହରମ ପର୍ବକୁ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳନ କରିବା ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Pradeep Kar

ମହରମ ପର୍ବକୁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ଭାଇଚାରାର ପରିବେଶ ମଧ୍ୟରେ ପାଳନ କରିବା ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ପୂର୍ବାହ୍ନରେ ଏହି ପରିପ୍ରେକ୍ଷୀରେ

ମୁଖ୍ୟ ଖବର

କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର ତା.25.06.ପ୍ରାତଃ ହରିହର ନଗର ସ୍ଥିତ ହରିହର ମନ୍ଦିର ଠାରେ କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ଓ ଚିକିତ୍ସାଳୟ ସୌଜନ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୩୦୦ ରୁ ଅଧିକ ରୋଗୀ